Indus Valley Times

ବିଜାପୁରରେ ତିନିଟି ଟିଫିନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ

 Breaking News

ବିଜାପୁରରେ ତିନିଟି ଟିଫିନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ

ବିଜାପୁରରେ ତିନିଟି ଟିଫିନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ
February 13
10:24 2023

ମାଲକାନଗିରି,୧୩/୨: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାରେ ଯବାନଙ୍କ ଦ୍ୱାରା ତିନିଟି ଟିଫିନ ବୋମା ଉଦ୍ଧାର କରାଯାଇଛି। ଜିଲ୍ଲାର ଉସୁର ଅଞ୍ଚଳରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ୩ଟି ଟିଫିନ ବୋମା ଖଞ୍ଜିଥିଲେ। ସିଆରପିଏଫ ଯବାନ ସର୍ଚ୍ଚ ଅପେରସନ କରୁଥିବା ସମୟରେ ଏହି ଟିଫିନ ବୋମାକୁ ଉଦ୍ଧାର କରିଥିଲେ।
ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ବୋମାକୁ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଥିଲେ। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031