Indus Valley Times

ରେଳଧାରଣାରୁ ମିଳିଲା ଯୁବକଙ୍କ କଟା ମୃତଦେହ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ

 Breaking News

ରେଳଧାରଣାରୁ ମିଳିଲା ଯୁବକଙ୍କ କଟା ମୃତଦେହ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ

ରେଳଧାରଣାରୁ ମିଳିଲା ଯୁବକଙ୍କ କଟା ମୃତଦେହ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
December 10
10:52 2024

ବଲାଙ୍ଗିର, ୧୦/୧୨ : ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ମିଳିଛି। ଟ୍ରାକ୍ ନିକଟରେ ଥିବା ଧାନ ବିଲରେ ରକ୍ତ ପଡ଼ିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ଯୁବକ ଜଣଙ୍କର ଯଦି ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି, ତାହାହେଲେ ନିକଟରେ ଥିବା ବିଲରେ ରକ୍ତ କେଉଁଠି ଆସିଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବ ସନ୍ଦେହ କରାଯାଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31