Indus Valley Times

ଅତିଷ୍ଠ କଲାଣି ଅସହ୍ୟ ଗରମକୁ ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ବ୍ୟବସ୍ଥା କରୁଛୁ କହିଲେ ଶକ୍ତିମନ୍ତ୍ରୀ

 Breaking News

ଅତିଷ୍ଠ କଲାଣି ଅସହ୍ୟ ଗରମକୁ ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ବ୍ୟବସ୍ଥା କରୁଛୁ କହିଲେ ଶକ୍ତିମନ୍ତ୍ରୀ

ଅତିଷ୍ଠ କଲାଣି ଅସହ୍ୟ ଗରମକୁ ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ବ୍ୟବସ୍ଥା କରୁଛୁ କହିଲେ ଶକ୍ତିମନ୍ତ୍ରୀ
May 22
17:33 2026

ଭୁବନେଶ୍ୱର,୨୨/୫: ବିଦ୍ୟୁତ୍ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି, ତାହା କାହାରି ହାତରେ ନାହିଁ। ଏପରିକି ପିକ୍ ହିଟ୍ ସମୟରେ ବିଦ୍ୟୁତ ଚାହିଦା ଅଧିକ ରହୁଛି। ଲୋକେ ଅଧିକ ଏସି ବ୍ୟବହାର କରୁଛନ୍ତି। ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ମଧ୍ୟ ହେଉଛି।
ତଥାପି ତୁରନ୍ତ ରିଷ୍ଟୋର୍ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଆଗକୁ ଲୋକେ ଯେପରି ନିରନ୍ତର ବିଦ୍ୟୁତ୍ ସେବା ପାଇପାରିବେ ସେଥିପ୍ରତି ସରକାର ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031