Indus Valley Times

ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା

 Breaking News

ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା

ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା
June 02
20:21 2025

ନରୱେ, ୨/୬ : ଚଳିତ ନରୱେ ଚେସ୍ ରେ ଭାରତର କମାଲ । ଚେସର ବିଶ୍ବ ଚାମ୍ପିଆନଙ୍କୁ ପରାସ୍ତ କରି ଡି ଗୁକେଶ ପୁଣି ଚର୍ଚାରେ । ଚେସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୱାର୍ଲଡ ନଂ ୱାନ ମାଗନସ୍ କାର୍ଲସେନ୍ ପରାସ୍ତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଚେସ ସେନସେସନ ଖେଳାଳି ଡି ଗୁକେଶ ।
ତେବେ ମ୍ୟାଚର ଶେଷ ପରେ ଦୁଇ ଜଣଙ୍କ ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର । ତେବେ ମାଗନସ୍ କାର୍ଲସେନ୍ ଗୁକେସଙ୍କଠାରୁ ହାରିବା ପରେ ଟେବୁଲକୁ ଯୋରରେ ବାଡେଇବାର ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ଅନ୍ୟପଟେ ଡି ଗୁକେଶ ସାନ୍ତ ଓ ସ୍ଥିର ନଜର ଆସିଥିଲେ । ଏହି ମ୍ୟାଚରେ ସର୍ବ କନିଷ୍ଠ ବିଶ୍ବ ଚାମ୍ପିୟନ ଗୁକେଶ ପ୍ରଥମେ ପଛୁଆ ରହିଥିଲେ। କଳା ଗୋଟିରେ ଖେଳୁଥିବା କାର୍ଲସନ ଚମତ୍କାର ପ୍ରଦର୍ଶନ କରି ଆଗୁଆ ରହିଥିଲେ କିନ୍ତୁ ଅନ୍ତିମ କିଛି ସେକେଣ୍ଡରେ ଗୁକେଶ ଚମତ୍କାର ଧୈର‌୍ୟ୍ୟର ପରିଚୟ ଦେଖାଇ ବିଜୟୀ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031