Indus Valley Times

ତାତିକୁ ଲାଇନମେନଙ୍କ ନାହିଁ ଖାତିର

 Breaking News

ତାତିକୁ ଲାଇନମେନଙ୍କ ନାହିଁ ଖାତିର

ତାତିକୁ ଲାଇନମେନଙ୍କ ନାହିଁ ଖାତିର
April 25
20:20 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୫/୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଏହି ସମୟରେ ବିଜୁଳିର ଆବଶ୍ୟକତା ଅଧିକ ରହିଥାଏ। ବିଜୁଳି ବ୍ୟୟ ଅଧିକ ହେଉଥିପବାରୁ ବିଭିନ୍ନ ସ୍ଥାନରେ ତ୍ରୁଟି ହୋଇଥାଏ।
ତେବେ ସମସ୍ତ ପ୍ରତିକୂଳ ସ୍ଥିତିରେ ମଧ୍ୟ କର୍ମ ତତ୍ପର ଟିପିଏନଓଡିଏଲ କର୍ମଚାରୀ ଅସହ୍ୟ ତାତିକୁ ଖାତିର ନ କରି ଲୋକଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି ।
ତତକ୍ଷଣାତ୍ ବିଦ୍ୟୁତ ସମସ୍ୟାର ସମାଧାନ ସ‌ହ ନିର୍ଭରଯୋଗ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କ୍ଷେତ୍ରରେ ନିୟୋଜିତ ରହିଛନ୍ତି ଏହିପରି ଅନେକ ଦଳ। ଯେଉଁଥି ପାଇଁ ମିଳିପାରୁଛି ଉତ୍ତମ ବିଜୁଳି ସେବା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031