Indus Valley Times

ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ଅରବିନ୍ଦ କେଜିରିୱାଲ

 Breaking News

ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ଅରବିନ୍ଦ କେଜିରିୱାଲ

ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ଅରବିନ୍ଦ କେଜିରିୱାଲ
September 01
19:32 2022

ନୁଆଦିଲ୍ଲୀ,୧/୯: ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ବିଧାନସଭାରେ କେଜିରିୱାଲ ସଂଖ୍ୟା ଗରିଷ୍ଠ ପ୍ରମାଣ କରିଛନ୍ତି । ଆପ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ବିଜେପି କହିଥିଲା । ଜାହାର ଜବାବରେ ଆପ୍ ବିଧାନସଭାରେ ଗୁରୁବାର ଦିନ ବହୁମତ ସାବ୍ୟସ୍ତ କରିଛି । ଆମ୍ ଆଦମୀ ପାର୍ଟିର ୭୦ଜଣ ବିଧାୟକଙ୍କ ମଧ୍ୟରୁ ଆପ୍ ସପକ୍ଷରେ ୫୮ଜଣ ଭୋଟ ଦେଇଥିଲେ । ୮ଜଣ ବିଜେପି ପାଖରେ ଅଛନ୍ତି । ସଂଖ୍ୟାଗରିଷ୍ଠ ପ୍ରମାଣ କରିସାରିବା ପରେ ବିଜେପି ଉପରେ ବର୍ଷିଛନ୍ତି କେଜରିୱାଲ, କହିଛନ୍ତ ବିଜେପିର ଅପରେସନ୍ ଲୋଟସ ଦିଲ୍ଲୀରରେ ବିଫଳ ହୋଇଛି । ବିଜେପି ଆପ୍ ବିଧାୟକଙ୍କୁ କିଣିବାରେ ବିଫଳ ହୋଇଛି । ଆପ୍ ପାଖରେ ୬୨ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଦେଶ ଗସ୍ତରେ ଅଛନ୍ତି, ଅନ୍ୟ ଜଣେ ଜେଲରେ ଅଛନ୍ତି ଏବଂ ଚତୃର୍ଥ ନମ୍ବର ଜଣକ ବାଚସ୍ପତି ବୋଲି କହିଛନ୍ତି କେଜରିୱାଲ । କିଛି ଦିନ ତଲେ ବିଜେପି ଦାବି କରିଥିଲା ଯେ ଆପ୍‌ର ୪୦ଜଣ ବିଧାୟକ ବିଜେପି ଆଡକୁ ଢ଼ଳିଛନ୍ତି । ଏବଂ ଜଣେ ବିଧାୟକଙ୍କୁ ୨୦କୋଟି ଟଙ୍କା ମଧ୍ୟ ଲୋଭ ଦେଖାଯାଇଥିଲା । କିନ୍ତୁ ଏସବୁ ସତ୍ତ୍ୱେ ଆମ୍ ଆଦମୀ ପାର୍ଟି ର ବିଧାୟକ ଅ।।ପ୍ ସାଥିରେ ଥିବା ପ୍ରମାଣ ହୋଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031