Indus Valley Times

ଦୋକାନରୁ ଘରକୁ ଫେରୁଥିଲେ, ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ନେଲେ ଲୁଟେରା

 Breaking News

ଦୋକାନରୁ ଘରକୁ ଫେରୁଥିଲେ, ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ନେଲେ ଲୁଟେରା

ଦୋକାନରୁ ଘରକୁ ଫେରୁଥିଲେ, ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ନେଲେ ଲୁଟେରା
March 02
09:40 2025

ଯାଜପୁର, ୨/୩ : ପୁଣି ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ସୁନା ବ୍ୟାଗ୍ ନେଇଗଲେ ୫ରୁ ୬ ଜଣ ଦୁର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରାଉତରାପୁର ମଠବାରୀ ନିକଟରେ ହୋଇଛି ।
ସୂଚନା ଅନୁସାରେ, ଜଣେ ସୁନା ବ୍ୟବସାୟୀ ବ୍ୟାଗ୍ ନେଇ ଯାଉଥିବାସମୟରେ ରାଉତରାପୁର ମଠବାରୀ ନିକଟରେ ୫ରୁ ୬ ଦୁର୍ବୃତ୍ତ ତାଙ୍କଠାରୁ ଲୁଟ କରିଛନ୍ତି ।
ଦୁର୍ବୃତ୍ତ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟଛନ୍ତି । ଏନେଇ ସୁନା ବ୍ୟବସାୟୀ ଥାନାରେ ଅଭିଯୋଗ କରିଥିଲେ । ସେମାନେ ଦେଢ଼ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି କରିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031