Indus Valley Times

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା, କଟକ-ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

 Breaking News

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା, କଟକ-ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

October 14
11:25 2024

ଭୁବନେଶ୍ୱର,୧୪/୧୦ : ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ଆର ବରଷକୁ ଅପେକ୍ଷା କରିବେ ଭକ୍ତ। ମା’ଙ୍କ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଶେଷକରି ଟୁଇନ୍ ସିଟି ଭୁବନେଶ୍ବର-କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି। ଅପରାହ୍ନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ।
କୌଣସି ଯାନାବହନ ବାଣୀବିହାର ପଟୁ ରୁପାଲି ପଟକୁ ଯାଇପାରିବେ ନାହିଁ। କିଟ୍ ଛକ ପଟୁ ନାଲ୍‌କୋ ଛକ ଆଡ଼କୁ କୌଣସି ଯାନବାହନକୁ ଅନୁମତି ନାହିଁ।
ସେହିପରି କଟକରେ କଲେଜ ଛକଆଡୁ ଚାନ୍ଦିନୀଚୌକ ପର‌୍ୟ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟଣା ଜାରି କରିଛି ପ୍ରଶାସନ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031