Indus Valley Times

ନବରାତ୍ର ପୂଜା ଅବସରରେ ବିକେ କେନ୍ଦ୍ରରେ ଧ୍ୟାନ ଶିବିର ଶୁଭାରମ୍ଭ

 Breaking News

ନବରାତ୍ର ପୂଜା ଅବସରରେ ବିକେ କେନ୍ଦ୍ରରେ ଧ୍ୟାନ ଶିବିର ଶୁଭାରମ୍ଭ

September 23
18:47 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨୩/୯: ବକ୍ସିବଜାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଠାରେ ସକାଳ ୧୦ ଘଣ୍ଟାରୁ ୧୨ ଘ ପର୍ଯ୍ୟନ୍ତ ନବରାତ୍ର ପୂଜା ଉପଲକ୍ଷେ ନବଦିନ ବ୍ୟାପୀ ନିଷ୍ଠା ର ସହ ଧ୍ୟାନ ଶିବିର ଆଜି ଶୁଭାରମ୍ଭ ହୋଇଛି ।
ବି କେ ଝୁନୁ ଭଉଣୀ ଙ୍କ ତତ୍ତ୍ଵାବଧାନରେ ଏବଂ ବି କେ ଆନନ୍ଦ ଙ୍କ ସଂଯୋଜନାରେ ଧ୍ୟାନ ଓ ଆଜିର ମୁରଲୀ ବିସୟ ରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବି କେ ବରଦା,ରମେଶ,ପ୍ରତିମା,ଜୟନ୍ତୀ ଆଦି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ଶିବିରରେ ପ୍ରତିଦିନ ବହୁସଂଖ୍ୟାରେ ଧ୍ୟାନ କରିବା ପାଇଁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930