Indus Valley Times

ନୂଆପଲ୍ଲୀ ଗ୍ରାମକୁ କଣ୍ଟେ ନ ମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

 Breaking News

ନୂଆପଲ୍ଲୀ ଗ୍ରାମକୁ କଣ୍ଟେ ନ ମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

August 07
20:26 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ / ନୂଆଗାଁ: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଏଭଳି ପରିସ୍ଥିତି ରେ ନୂଆଗାଁ ବ୍ଲକ୍ ରେ ମଧ୍ୟ କରୋନା କାୟା ବିସ୍ତାର ଆରମ୍ଭ କରିସାରିଛି।
କରୋନା ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ଡ଼. ପୋମା ଟୁଡୁ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ନୂଆ ପଲ୍ଲୀ ଗ୍ରାମକୁ କଣ୍ଟେନ ମେଣ୍ଟ ଜୋନ ଘୋଷଣା କରିଛନ୍ତି। ଗତ ୬ ତାରିଖ ଗୁରୁବାର ଦିନ ଅପରାହ୍ନ ୪ ଘଟିକା ଠାରୁ ଗ୍ରାମରେ ସଟ୍ ଡାଉନ୍ ଲାଗୁହୋଇ ଥିବା ଜଣା ପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031