Indus Valley Times

ବାଲିଗୁଡା : ସାଇବର ସୁରକ୍ଷା ଅଭିଯାନ

 Breaking News

ବାଲିଗୁଡା : ସାଇବର ସୁରକ୍ଷା ଅଭିଯାନ

ବାଲିଗୁଡା : ସାଇବର ସୁରକ୍ଷା ଅଭିଯାନ
November 13
20:07 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

ବାଲିଗୁଡା,୧୩/୧୧ : ବାଲିଗୁଡା ଉପଖଣ୍ଡ ପୋଲିସ ଆନୁକୁଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ସହ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ ।
ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମଣ ପାଳ,ଆଇଆଇସି ସମ୍ବିତସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ନେଇ ସଚେନତା ବୈଠକହୋଇଥିଲା ଏଥିରେ ଡିଜିଟାଲ ଠକେଇକିଭଳି ହେଉଛନ୍ତି ଓ ଓଟିପିକାହାକୁଦିଅନ୍ତୁ ନାହିଁ,ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନର ନେବାକୁ ପରାମର୍ଶ ଦେଇଥିଲେ ଓ ସାଇବର ଠକେଇ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକକରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031