Indus Valley Times

ବାଲିଯାତ୍ରାରେ ପୁସ୍ତକ ବିତରଣ ପାଇଁ ଏକ ଶତ ପୁସ୍ତକ ପ୍ରଦାନ

 Breaking News

ବାଲିଯାତ୍ରାରେ ପୁସ୍ତକ ବିତରଣ ପାଇଁ ଏକ ଶତ ପୁସ୍ତକ ପ୍ରଦାନ

November 03
19:48 2025

ବରଦା ଦାସଙ୍କ ରିପୋର୍ଟ
କଟକ , ୩/୧୧ : କଟକ ଐତିହାସିକ ୩୦୦୦ ବର୍ଷର ବାଲିଯାତ୍ରା ରେ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଓଡ଼ିଆ ଭାଷା କୁ ପ୍ରଚାର ପ୍ରସାର ପାଇଁ ଥିଙ୍କର୍ଷ କ୍ଲବ ତରଫରୁ ବରଦା ଦାସ ଦୁଇଟି ପୁସ୍ତକ ଦାନ କେନ୍ଦ୍ରରେ ଏକଶତ ପନ୍ଦର ପୁସ୍ତକ ପତ୍ରିକା ସ୍ମରଣିକା ଆଦି ପ୍ରଦାନ କରିଛନ୍ତି।
ଜିଲ୍ଲା ପ୍ରଶାସନ ର ଏ ଅଭିନଵ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଥିଙ୍କର୍ଷ କ୍ଲବ ସଭାପତି ବରଦା ଦାସ ଜଣାଇ ଛନ୍ତି।
ଏହାଦ୍ୱାରା ଗରିବ ମେଧାବୀ ଛାତ୍ର ଛାତ୍ରୀ ତଥା ଆଗ୍ରହୀ ପାଠକ ପାଠିକା ମାନେ ନିଶ୍ଚୟ ଉପକୃତ ହେବେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031