Indus Valley Times

ବିଧାୟକମାନଙ୍କ ପାଠଶାଳା ଆରମ୍ଭ; ବୟକଟ୍ କଲେ ବିଜେଡି ଓ କଂଗ୍ରେସ

 Breaking News

ବିଧାୟକମାନଙ୍କ ପାଠଶାଳା ଆରମ୍ଭ; ବୟକଟ୍ କଲେ ବିଜେଡି ଓ କଂଗ୍ରେସ

August 17
12:24 2024

ଭୁବନେଶ୍ୱର,୧୭/୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍‌ଘାଟନ କରିଛନ୍ତି।
ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମ ଦୁଇଦିନ ପାଇଁ ଚାଲିବ। ଏଥିରେ ନୂଆ ବିଧାୟକମାନେ କିପରି ସେମାନଙ୍କ କଥାବାର୍ତ୍ତା, ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କେମିତି ବ୍ୟବହାର କରିବେ, ଶୂନ୍ୟକାଳରେ କେମିତି ପ୍ରଶ୍ନ କରିବେ ଇତ୍ୟାଦି ବିଷୟରେ ଜ୍ଞାନ ଆହୋରଣ କରିବେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ଏବଂ ସମସ୍ତ ଭାଜପା ବିଧାୟକ ଉପସ୍ଥିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031