Indus Valley Times

ମନେ ରଖି ଥା’

 Breaking News

ମନେ ରଖି ଥା’

July 08
19:45 2021

ଡକ୍ଟର ଗୌରାଙ୍ଗ ଚରଣ ରାଉତ

ମନେ ରଖି ଥା’
ସରୁ ତିଳକକୁ
ବଚନ ମଧୁର
ଠକଙ୍କର ଗୁରୁ
ଚିହ୍ନି ନ ପାରିଲେ
ଜୀବନ ତମାମ
ଭୋଗିବାକୁ ହେବ ବାର ହୀନସ୍ତା ।

କଥା କୁହାଳିଆ
କପିଳା ଦଳ
କରିପାରନ୍ତି ସେ
ତିଳକୁ ତାଳ
ଫମ୍ପା ମାଠିଆର
ଅଧିକ ଆବାଜ
କାମରେ ଓଲଟା ଖାଲି ଜାଣିଥା ।

ଭାଗ୍ୟ, ଭଗବାନ
ନାମେ ଭାଷଣ
ସକାଳେ ଶୋଷଣ
ସଞ୍ଜେ ଭଜନ
ବାଡ଼ ସାଜି ସବୁ
ଖାଆନ୍ତି ଫସଲ
ମିଛେ ବୋଲାବନ୍ତି ଦାତା ଓ ନେତା ।

ଫୋନ୍‌: ୮୨୭୦୭୭୬୪୫୫

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031