Indus Valley Times

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

 Breaking News

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

September 19
10:32 2025

ରାୟଗଡ଼ା,୧୯/୯ : ରାୟଗଡ଼ା ଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ଭୋର ପ୍ରାୟ ୬ .୩୦ ମିନଟ୍ ସମୟରୁ ଚଢ଼ାଉ ଆରମ୍ଭ କରାଯାଇଛି।
ସୂଚନା ଅନୁଯାୟୀ, ତାଙ୍କର କାଶୀପୁରରେ ଥିବା ସରକାରୀ କାର୍ଯ୍ୟାଳୟ, ନିଜସ୍ୱ ବାସଭବନ ବାସଭବନ, ବାଲିଗୁଡା, ଗଞ୍ଜାମର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ମୋଟ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଏହି କାର୍ଯ୍ୟରେ ମୋଟ ୭ ଜଣ ଡିସିପି, ୭ ଜଣ ଇସ୍ପେକ୍ଟର ଏବଂ ୯ ଜଣ ASI ସାମିଲ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31