Indus Valley Times

ସୁନ୍ଦରଗଡରେ ଚାଞ୍ଚଲ୍ୟ:ଗର୍ଭବତୀଙ୍କୁ ଗୁଳି ମାରିଦେଲେ

 Breaking News

ସୁନ୍ଦରଗଡରେ ଚାଞ୍ଚଲ୍ୟ:ଗର୍ଭବତୀଙ୍କୁ ଗୁଳି ମାରିଦେଲେ

December 12
10:59 2024

ବଣାଇ,୧୨/୧୨: ସୁନ୍ଦରଗଡ ଜିଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଏ ମାମଲାରେ ପୋଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31