Indus Valley Times

ସେଜଲଙ୍କ ଆମେରିକୀୟ ମାଆଙ୍କ ଏକ ଦୁଃଖଭରା ଚିଠି

 Breaking News

ସେଜଲଙ୍କ ଆମେରିକୀୟ ମାଆଙ୍କ ଏକ ଦୁଃଖଭରା ଚିଠି

December 01
12:27 2025

ବାଲେଶ୍ୱର,୧/୧୨ : ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ, ତୁମେ ତୁମ ମା’ଙ୍କ ନାଁରେ କଳଙ୍କ ଲଗାଇଦେଲ।
ତୁମେ ଜାଣିଛ ମୁଁ ତୁମକୁ କେତେ ଭଲ ପାଏ ଓ ଯତ୍ନ ନିଏ। ତୁମେ ତୁମର ଯତ୍ନ ନିଅ, ଭଗବାନ ତୁମର ମଙ୍ଗଳ କରନ୍ତୁ । ତୁମର ସବୁଠୁ ଛୋଟ ଆନନ୍ଦ ଓ ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ ସହ ଅଛି। ତୁମେ ସବୁଦିନ ମୋ’ ହୃଦୟରେ ରହିବ, ସ୍ନେହର ସହ ମୁଁ ତୁମକୁ ବିଦାୟ ଦେଉଛି।
ସୂଚନା ଥାଉକି, ନଭେମ୍ବର ୨୧ରେ ସେଜଲ ଆମେରିକା ଛାଡ଼ିବା ସମୟରେ ତାଙ୍କ ପାଳିତ ମା’ ଏହି ଚିଠି ଦେଇଥିଲେ। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930