Indus Valley Times

ହିଞ୍ଜିଳିରେ ବିଜେଡ଼ି ବିଶୃଙ୍ଖଳାକାରୀ, ତାଗିଦ କଲେ ନବୀନ

 Breaking News

ହିଞ୍ଜିଳିରେ ବିଜେଡ଼ି ବିଶୃଙ୍ଖଳାକାରୀ, ତାଗିଦ କଲେ ନବୀନ

ହିଞ୍ଜିଳିରେ ବିଜେଡ଼ି ବିଶୃଙ୍ଖଳାକାରୀ, ତାଗିଦ କଲେ ନବୀନ
October 01
19:53 2026

ଭୁବନେଶ୍ବର,୧/୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ ସେ ତାଗିଦ କରିଛନ୍ତି । ହିଞ୍ଜିଳି ଏବଂ ଶେରଗଡ଼ରେ କିଛି ବିଶୃଙ୍ଖଳାକାରୀ ନେତା ରହିଛନ୍ତି । ମୁଁ ସବୁ ଜାଣିଛି, ଠିକ୍ ସମୟରେ ସେମାନଙ୍କ ଉପରେ ଆକ୍ସନ ନେବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ତେବେ କିଏ ସେହି ବିଶୃଙ୍ଖଳାକାରୀ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ନବୀନଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031