Indus Valley Times

ମହିଳାଙ୍କୁ ନିର୍ଯ୍ୟାତନା ଘଟଣା, ଆତ୍ମସମର୍ପଣ କଲେ ଶରଣକୂଳ ଥାନାର ପୂର୍ବତନ ଆଇଆଇସି

 Breaking News

ମହିଳାଙ୍କୁ ନିର୍ଯ୍ୟାତନା ଘଟଣା, ଆତ୍ମସମର୍ପଣ କଲେ ଶରଣକୂଳ ଥାନାର ପୂର୍ବତନ ଆଇଆଇସି

ମହିଳାଙ୍କୁ ନିର୍ଯ୍ୟାତନା ଘଟଣା, ଆତ୍ମସମର୍ପଣ କଲେ ଶରଣକୂଳ ଥାନାର ପୂର୍ବତନ ଆଇଆଇସି
August 04
19:50 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ଭୁବନେଶ୍ୱର,୪/୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ IICଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ IIC ମାମଲାର ତଦନ୍ତ କରୁଛି। ଅନ୍ୟପକ୍ଷେ ହାଇକୋର୍ଟ IICଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି। ସୁଜିତଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ରହିଛି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31