ଭୁବନେଶ୍ୱର, ୧୩/୧୨ : ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ
Odia News
କେନ୍ଦ୍ରାପଡ଼ା, ୧୩/୧୨ : କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଚାଞ୍ଚଲ୍ୟ ଘଟଣା। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ପକେଟ୍ ଉଚ୍ଚା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୩/୧୨ : ବୌଦ୍ଧ ଜ଼ିଲ୍ଲା ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା. ୧୨ ଡିସେମ୍ବର, ୨୦୨୫ ( ଶୁକ୍ରବାର ) ସ୍ଥାନୀୟ ଟାଉନହଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୨/୧୨ : ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ ଖୋର୍ଦ୍ଧା,୧୨/୧୨: ଖୋର୍ଦ୍ଧା ପୋଲିସ ଜିଲ୍ଲାରେ ନିରକ୍ଷକଙ୍କ ପଦବୀରେ ଅଦଳବଦଳ ହୋଇଛି। ଜିଲ୍ଲାର ଅଧିକାରୀ ପଦ ଖାଲି ପଡିଥିବା ପ୍ରଶାସନିକ ଆବଶ୍ୟକତା ଓ
ଭୁବନେଶ୍ୱର,୧୨/୧୨ : ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି
ଭୁବନେଶ୍ୱର,୧୨/୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ
ଭୁବନେଶ୍ୱର, ୧୨/୧୨ : ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପରିମାଣ। ଯାହାଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ ଥର
ଭୁବନେଶ୍ୱର, ୧୨/୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ, ଧୂଆଁମୟ ହେଲା ଅଞ୍ଚଳ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ






