Indus Valley Times

Technology

ବାଘ ଛାଲ ଜବତ ଘଟଣା : ଦେଶୀ ବନ୍ଧୁକ ସହ ଦୁଇ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ।ଗିରଫ

Read Full Article

ଜିଲ୍ଳାପାଳ ଙ୍କ ବୁଣାକାର ଗ୍ରାମ ପରିଦର୍ଶନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୧ : ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବୁଣାକାରଙ୍କ ଉନ୍ନତି କଳ୍ପେ ବୁଣାକାର ତନ୍ତଶାଳା ନିର୍ମାଣ, ତନ୍ତ ଓ ତନ୍ତ ସରଞ୍ଜାମ, ଇନଭେଟର,ଯାକର୍ଡ, ବୁଣା ସରଞ୍ଜାମ, ବୁଣା, ରଙ୍ଗ ତାଲିମ ଆଦି ବିଭିନ୍ନ ଯୋଜନା ମନ ପ୍ରଣୟନ

Read Full Article

ଡିସେମ୍ବର ୪ରେ ସମୁଦ୍ର ସ୍ନାନ ଉପରେ କଟକଣା, ତୀକ୍ଷ୍ନ ନଜର ରଖିବ ପୋଲିସ

ପୁରୀ, ୩୦/୧୧ : ପୁରୀରେ ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ନୌସେନା ଦିବସ ପାଇଁ ନୌବୀରମାନେ ନିଜର ପରାକ୍ରମ ସାରା ଦେଶକୁ ଦେଖାଇବା ପାଇଁ ପ୍ରସ୍ତୁତି ଜୋରସୋର କରୁଛନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ

Read Full Article

ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୦/୧୧ : ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରାଗଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା

Read Full Article

ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩୦/୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ

Read Full Article

ଧାନ କ୍ଷେତରୁ ମାଈ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର,୩୦/୧୧ : ଧାନ ଜମିରେ ପଡିଛି ହାତୀର କ୍ଷତ ବିକ୍ଷତ ମୃତ ଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର

Read Full Article

ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗଲ୍‌’: ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ

ନୂଆଦିଲ୍ଲୀ, ୩୦/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ଅପରାହ୍ନରେ ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି

Read Full Article

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ

Read Full Article

‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ

    ‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ

ଭୁବନେଶ୍ୱର, ୨୯/୧୧ : ‘ଯେଉଁ ଲୋକମାନେ କ୍ଷମତାକୁ ନିଜ ଜନ୍ମସିଦ୍ଧ ଅଧିକାର ମାନନ୍ତି, ସେମାନେ ଗତ ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରୁ ଦୂରରେ ଅଛନ୍ତି। ଜନତା

Read Full Article

ବଡ ଅଘଟଣର ପ୍ଲାନ ରଚିଥିଲେ,ପଣ୍ଡ କଲେ ସୁରକ୍ଷାବାହିନୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ, ୨୯/୧୧ : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯବାନ ଓ ଅଞ୍ଚଳବାସୀ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ବିସ୍ଫୋରକ ସାମଗ୍ରୀ।

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930