Indus Valley Times

Technology

ବୌଦ୍ଧ: ଭାରତୀୟ ଅଙ୍ଗଦାନ ଦିବସ ପାଳନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ରାମକୃଷ୍ଣ ବାଳାଶ୍ରମ ଶିଶୁ ଗୃହ, ବିରନରସିଂହପୁର ଓ ପର୍ଯ୍ୟବେକ୍ଷଣ ଗୃହ, କେଲାକଟା ଠାରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ହୋଇ ଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ

Read Full Article

ଶ୍ରମିକଙ୍କ ପତ୍ନୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ : ଖବର ପାଇ ଥାନାରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ, ଗିରଫ ପାଇଁ ୨୪ ଘଣ୍ଟାର କଣ୍ଟ

ଅକ୍ଷୟ ରାଉତଙ୍କୁ ରିପୋର୍ଟଯାଜପୁର, ୩/୮ : ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇ ଉଠିଛି । ବିଜେଡିର ଅଭିଯୋଗ ଅନୁଯାୟୀ ବିଜେପିର ଅସାମାଜିକ ବ୍ୟକ୍ତି ଗୁଣ୍ଡାରାଜ କରି ସୁକିନ୍ଦାରେ ରକ୍ତ ପାତ କରୁଛନ୍ତି ।ନିର୍ବଚନ ପରଠାରୁ ବିଜେପି କର୍ମୀଙ୍କ

Read Full Article

ବର୍ତ୍ତମାନ ବିଏସ୍‌କେୱାଇ ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

    ବର୍ତ୍ତମାନ ବିଏସ୍‌କେୱାଇ ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର, ୩/୮: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ

Read Full Article

ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ସୁବର୍ଣ୍ଣପୁର, ୩/୮: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ

Read Full Article

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ; ଲାଇନରେ ଥିଲେ ଆହୁରି ୪୯

ଭୁବନେଶ୍ୱର,୩/୮: ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ

Read Full Article

ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ବାଲେଶ୍ୱର,୩/୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କ ଘରେ ରେଡ୍ କରାଯାଇଥିଲା

Read Full Article

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

    ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

ପ୍ୟାରିସ,୩/୮:ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ। ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର। କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମରେ ସନ୍ତୁଳି ହେଉଥିବା ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କ୍ରୀଡ଼ା

Read Full Article

ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସର୍ବ ସମ୍ମତି

Read Full Article

ଢାଲି କହିଲେ, ବିଜେଡି ବସା ଖାଲି ହୋଇଯିବ; ନିଆଁରେ ଘିଅ ଢାଳିଲେ ଅମର

ଭୁବନେଶ୍ୱର,୨/୮: ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡି ପୂର୍ବତନ ବିଧାୟକ ଅମର ଶତପଥୀ ଘିଅ ଢାଳିଲା ଭଳି ଉତ୍ତର ରଖିଛନ୍ତି। ଦଳର ଆମୂଳଚୁଳ ସଂଗଠନ

Read Full Article

ଅନ୍ ଲାଇନ ଟ୍ରେଡିଙ୍ଗରେ ହେଲା କ୍ଷତି; କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ!

କଟକ,୨/୮ : କଟକ ତ୍ରିଶୁଳିଆ ବ୍ରିଜ୍‌ରୁ ପୁଣି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ଜଣକ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସେ ବ୍ରିଜ ଉପରେ

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930