ଭୁବନେଶ୍ୱର,୨୪/୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି।ବର୍ତ୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା।
Tag "Bhubaneswar"
ଭୁବନେଶ୍ୱର,୨୪/୧୨ : ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ ବସ। ଗ୍ରୀଡକୋ, ଏନଟିପିସି ଓ କ୍ରୁଟ ସହିତ ଗ୍ରୀନ ହାଇଡ୍ରୋଜେନ୍ ବସ ଚଳାଚଳ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି।ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଗ୍ରୀନ ହାଇଡ୍ରୋଜେନ୍ ଚାଳିତ
ଭୁବନେଶ୍ୱର, ୨୩/୧୨ : ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବା ସହ କ୍ଷତି ସହିଛନ୍ତି ।ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ କଟାଠୁ ନେଇ ଅମଳ ସବୁ ପ୍ରଭାବିତ ହୋଇଛି ।
ଭୁବନେଶ୍ଵର, ୨୩/୧୨ : ରାଜଧାନୀ ଭୁବନେଶ୍ଵରର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।ଦଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ଯୁବତୀଙ୍କୁ ଏବେ ମୈତ୍ରୀ
ଭୁବନେଶ୍ୱର, ୨୩/୧୨ : ଆସନ୍ତା ୨୪ ତାରିଖରୁ ପୁଣି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା
ଭୁବନେଶ୍ୱର, ୨୩/୧୨ : ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ ଭୁବନେଶ୍ୱର । ଦିନ କି ରାତିରେ ଘରୁ ବାହାରିବ ଅସମ୍ଭବ ହୋଇପଡ଼ୁଛି । ବିଭିନ୍ନ ସମୟରେ
ଭୁବନେଶ୍ୱର,୨୨/୧୨ : ଗୋଟିଏ ଲଘୁଚାପର ପ୍ରଭାବ ଏଯାଏଁ ସଂପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଦୁଇ ତିନି ଦିନ
ଭୁବନେଶ୍ୱର,୨୨/୧୨ : ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ
ଭୁବନେଶ୍ୱର, ୨୧/୧୨ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ
ଭୁବନେଶ୍ୱର, ୨୧/୧୨ : ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ






