ଭୁବନେଶ୍ୱର, ୩୦/୧: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି ।ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି
Tag "Vigilance raid"
ଖୋର୍ଦ୍ଧା,୧୯/୧: ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍ ପ୍ରଭା ଜେନା ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି।ଉକ୍ତ କଲେଜର ସହକାରୀ ଲାଇବ୍ରାରିୟନ ଧିରଜ ବଡ଼ଜେନାଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ
ନୟାଗଡ଼,୯/୧:ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶରେ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ
ଭୁବନେଶ୍ବର,୨୭/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡ୍କୋ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ମହାନ୍ତି ଗିରଫ ହୋଇଛନ୍ତି। ଗିରଫ ପରେ ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି
ଭୁବନେଶ୍ୱର,୨୧/୧୨ : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ
କୋରାପୁଟ,୧୯/୧୨: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇ ଓ ପିଅନଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର
ଭୁବନେଶ୍ବର,୩୦/୧୧: ଭିଜିଲାନ୍ସ ଚଢ଼ଉ ବେଳେ ଛାତ ଡେଇଁ ଫେରାର ହୋଇଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ ଅବଶେଷରେ ଧରିଛି ଭିଜିଲାନ୍ସ ଟିମ୍। ସେ ତାଙ୍କ
ସୁନ୍ଦରଗଡ଼,୨୯/୧୧: ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ
ସୋନପୁର,୨୭/୧୧: ମୋତିଆବିନ୍ଦୁ ଅପରେସନ୍ ପାଇଁ ଲାଞ୍ଚ ନେଉଥିଲେ ଚକ୍ଷୁ ଡାକ୍ତର। ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଏପରି ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।ଭିଜିଲାନ୍ସ ଟିମ୍