Indus Valley Times

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ୩୦ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍

 Breaking News

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ୩୦ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ୩୦ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍
December 04
11:26 2022

ବଲାଙ୍ଗୀର,୪/୧୨: ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ ଶ୍ରମିକଙ୍କ ସହ ୬ ଶିଶୁ ।
ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକରୁ ବିଶାଖାପାଟନମ୍କୁ ଯାଉଥିଲେ ଦାଦନ ଶ୍ରମିକ । ଏଥିଲାଗି ବଲାଙ୍ଗୀର ଷ୍ଟେସନରେ ବସିଥିଲେ । ହେଲେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ରେଳବାଇ ପୋଲିସ । ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ । ସେମାନଙ୍କ ମଧ୍ୟରେ ୧୧ଜଣ ପୁରୁଷ, ୧୩ ମହିଳା ଏବଂ ୬ ଶିଶୁ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031