Indus Valley Times

କୁନି ହାତରେ ଗଛରେ ରାକ୍ଷୀ ବାନ୍ଧିଲେ ଜନଜାତି ଛାତ୍ରୀ

 Breaking News

କୁନି ହାତରେ ଗଛରେ ରାକ୍ଷୀ ବାନ୍ଧିଲେ ଜନଜାତି ଛାତ୍ରୀ

August 19
19:25 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା,୧୯/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା ନିକଟସ୍ଥ ହୁକୁମତାଳା ଠାରେ ଅବସ୍ଥିତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନୁଦାନ ପ୍ରାପ୍ତ ନିସାଦ୍ରୀ ଆବାସିକ ବିଦ୍ୟାଳୟର କୁନିକୁନି ଜନଜାତି ଛାତ୍ରୀମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜୀଵନ ଧାରଣା ପାଇଁ ଅତ୍ୟାବଶ୍ୟକ ପାଣି ପବନରେ ଉତ୍ମ ଗଛ ମାନଙ୍କୁ ରାକ୍ଷୀ ପ୍ରକୃତିର ସୁରକ୍ଷା ଏବଂ ସାମାଜିକ ଉଦ୍ୟୋଗ ଭି ସତ୍ୟ ନାରାୟଣ ରାଓ,ସୂଵତ୍ର ଵିଶ୍ଵାସ ପରିବେଶ ପ୍ରମୀ ଗୈାରଙ୍ଗ ଚରଣ ରାଉତ, ପ୍ରମୋଦ ସାହୁକାର, ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ସାରଦା ଵେସକା,ରୀତା ତୁଇକା ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930