Indus Valley Times

ଗଜପତି : ମାନବ ଅଧିକାର ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

 Breaking News

ଗଜପତି : ମାନବ ଅଧିକାର ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

December 10
19:54 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୧୨ : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ଠାରେ ମାନବ ଅଧିକାର ଦିବସ ପାଳନର ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କୁ ମାନବ ଅଧିକାରର ଗୁରୁତ୍ଵ ଏବଂ ସେ ଗୁଡ଼ିକୁ ସୁରକ୍ଷା କରିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ସମ୍ମିଳିତ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ଦାସଙ୍କ ସମେତ ଶ୍ରୀ ଭଗବତ ପାଢ଼ି, ସଦସ୍ୟ , ମହିଳା ଓ ଶିଶୁ ଡେସ୍କ, ମଡେଲ୍ ପୋଲିସ୍ ଷ୍ଟେସନ୍, ପାରଳାଖେମୁଣ୍ଡି ଏବଂ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ , ଓକିଲ ପ୍ରମୁଖ
ଉପସ୍ଥିତ ଥିଲେ ଏବଂ ସଭାକୁ ସମ୍ବୋଧନ କରିଥିଲେ।
ବକ୍ତାମାନେ , ମାନବ ଅଧିକାର , ସମ୍ବନ୍ଧିତ ଆଇନ ସୁରକ୍ଷା , ତଥା ସମାଜ\’କୁ ନ୍ୟାୟିକ ଓ ସମାନତା ମୂଳକ ଭାବରେ ଗଢ଼ି ଉଠାଇବାରେ ଯୁବମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31