Indus Valley Times

ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍‌ଗେଟ୍ ଦେଇ ଯାଇପାରିବେନି

 Breaking News

ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍‌ଗେଟ୍ ଦେଇ ଯାଇପାରିବେନି

ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍‌ଗେଟ୍ ଦେଇ ଯାଇପାରିବେନି
January 18
19:04 2025

ଭୁବନେଶ୍ବର, ୧୮/୧: ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍‌ଗେଟ୍‌ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ଧରାଯିବ। ସ୍ବୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ।
ସେହିପରି ଦ୍ବିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର‌୍ୟ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଟୋଲ୍‌ଗେଟ୍‌ରେ ପରମିଟ୍, ଫିଟନେସ୍ ଏବଂ ଟିକସ ଧରା ଯାଉଥିଲା। ଏବେ ସେଥିରେ ବୀମାକୁ ଯୋଡ଼ା ଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031