Indus Valley Times

ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ : ପଞ୍ଚାୟତରାଜ ମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ

 Breaking News

June 03
18:00 2025

ଭୁବନେଶ୍ବର,୩/୬ : ପଞ୍ଚାୟତିରାଜ ବିଭାଗ ଖୋଜୁଛି ମୂଷା। ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ। ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡ଼ିଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଁ ନିଜେ ୯ ଜଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବିତ କରିଛି। ଆମ ପାଖକୁ କିଛି ଅଭିଯୋଗ ଆସିଥିଲା। ଏହାପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯିଏ ଦୁର୍ନୀତି କରିବ ତା ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930