Indus Valley Times

ବିଦ୍ୟୁତ ଖୁଣ୍ଟରେ ପିଟି ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ

 Breaking News

ବିଦ୍ୟୁତ ଖୁଣ୍ଟରେ ପିଟି ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ

ବିଦ୍ୟୁତ ଖୁଣ୍ଟରେ ପିଟି ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ
January 12
12:05 2026

ରାୟଗଡ଼ା /ଗୁଣପୁର,୧୨/୧ : ରାୟଗଡ଼ା ଜିଲା ଗୁଣପୁର ସହର ନିକଟ ଲିମାମଡା ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ସମ୍ପର୍କୀୟ ଭାଇ ମୃତ। ମୃତକ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା।
ମୃତକମାନେ ହେଲେ ଗୁଡାରି ବ୍ଲକ କଦମା ପଞ୍ଚାୟତର ନିଲାଗୁଡା ଗ୍ରାମ ବୋଲି ଜଣାପଡିଛି। କୌଣସି କାମରେ ଗୁଣପୁର ଆସି ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଲିମାମଡା ନିକଟ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲେ।
ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଞ୍ଚଳବାସୀ ଉଦ୍ଧାର କରି ଗୁଣପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ। ଦୁଇ ସମ୍ପର୍କୀୟ ଭାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଘଟଣାସ୍ଥଳରେ ଗୁଣୁପୁର ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି କ୍ଷ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31