Indus Valley Times

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ

 Breaking News

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ
April 16
10:57 2025

ଭୁବନେଶ୍ବର, ୧୬/୪ : ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସକାଳୁଆ ସ୍କୁଲ କରିଛନ୍ତି । ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି ।
ବ ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏକାଡେମିକ୍ କ୍ୟାଲେଣ୍ଡରରେ ଆସନ୍ତା ମେ ୬ ତାରିଖରେ ଛାତ୍ରଛାତ୍ରୀମାନଙ୍କୁ ଖରା ଛୁଟି ମିଳିବ । ଆଗାମୀ ଦିନରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାକୁ ଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି । ଖରା ଛୁଟି ଆସନ୍ତା ୧୯ ତାରିଖ ପର‌୍ୟ୍ୟନ୍ତ ଚାଲିବ ।
ଏକାଡେମିକ୍ କ୍ୟାଲେଣ୍ଡରରେ ୨୩୧ଟି କାର‌୍ୟ୍ୟଦିବସ ରହିଛି । ୫୨ଟି ରବିବାର, ୮୦ଟି ପୂଜା ଓ ବିଭିନ୍ନ ଛୁଟି, ଅତିରିକ୍ତ ୨ଟି ଛୁଟି ମଧ୍ୟ ରହିଛି । ଛୁଟି ବ୍ୟତୀତ ଅନ୍ୟ ଦିନମାନଙ୍କରେ କାର‌୍ୟ୍ୟଦିବସ ରହିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31