Indus Valley Times

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା, ସେପ୍ଟମ୍ବରରୁ ଓଡ଼ିଶାରେ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR)

 Breaking News

August 18
21:18 2025

ଭୁବନେଶ୍ୱର, ୧୮/୮: ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ଆରମ୍ଭ ହେବାକୁ ଯାଉଛି । ଏ ନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ ।
ଦୀର୍ଘ ୨୪ ବର୍ଷ ପରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ହେବ । ଏଜେଣ୍ଟମାନେ ଦ୍ୱାରକୁ ଦ୍ୱାର ବୁଲି ଭୋଟରଙ୍କ ତାଲିକା ସଂଶୋଧନ କରିବେ । ଜାନୁଆରୀ ୭ରେ ବାହାରିବ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
୨୦୨୪ ନିର୍ବାଚନ ସମୟରେ କଂଗ୍ରେସ ଓ ବିଜେଡି ପକ୍ଷରୁ ଆସିଥିବା ସମସ୍ତ ଆପତ୍ତି ଅଭିଯୋଗର ଜବାବ ଦିଆଯାଇଛି । ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି । ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ଵସନୀୟତା ଓ ଲୋକଙ୍କ ଆସ୍ଥା ଭାଙ୍ଗନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ସିଇଓ ।
ସେହିପରି ଆଗାମୀ ନିର୍ବାଚନ ବେଳକ ବୁଥ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ବର୍ତ୍ତମାନ ୩୮ ହଜାର ବୁଥ ସଂଖ୍ୟା ଥିଲେ ତାହାକୁ ୪୫ ହଜାରକୁ ବଢ଼ାଯିବ ବୋଲି ସିଇଓ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031