Indus Valley Times

‘ସୁଭଦ୍ରା ପୋର୍ଟାଲରେ ଅପ୍‌ଟ ଆଉଟ ହୋଇଥିଲେ ପୁଣି କରିହେବ ଲଗ୍ ଇନ୍‌

 Breaking News

‘ସୁଭଦ୍ରା ପୋର୍ଟାଲରେ ଅପ୍‌ଟ ଆଉଟ ହୋଇଥିଲେ ପୁଣି କରିହେବ ଲଗ୍ ଇନ୍‌

‘ସୁଭଦ୍ରା ପୋର୍ଟାଲରେ ଅପ୍‌ଟ ଆଉଟ ହୋଇଥିଲେ ପୁଣି କରିହେବ ଲଗ୍ ଇନ୍‌
January 10
12:09 2025

ଭୁବନେଶ୍ୱର, ୧୦/୧ : ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି।
ଯେଉଁ ହିତାଧିକାରୀମାନେ ଭୁଲ୍‌ରେ ଅପଟ୍ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍ ଇନ୍ କରି ବାଦ୍ ପଡ଼ିଥିବା ହିତାଧିକାରୀମାନେ ଅପଟ୍ ଇନ୍ କରିପାରିବେ। ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031