Indus Valley Times

ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ

 Breaking News

ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ

ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ
September 09
11:08 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୯ /୯ : ସୋମବାର ଅପରାନ୍ହ ୪ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।
ଜିଲ୍ଲାପାଳ ଶ୍ରୀ ନାୟକ ଏକ ପେଡ ମା କେ ନାମର ପ୍ରସ୍ତୁତି ସମୀକ୍ଷା ସହ ବାଣୀଭୁଷଣପୁର, ପୁରୁଣାକଟକ ଓ ରାଧାନଗର ଠାରେ ଥିବା ବ୍ରୈଲର୍ ଫାର୍ମ ପରିଦର୍ଶନ କରିଛନ୍ତି ।
ସେହିପରି ଲୁଣିବାହାଲ ଗ୍ରାମ ପଞ୍ଚାୟତର ମଧୁସୁଦନପୁର ଗ୍ରାମର ଜଣେ ହିତାଧିକାରୀଙ୍କ ଅନ୍ତୋଦୟ ଗୃହ ଘର ପରିଦର୍ଶନ କରିଛନ୍ତି । ରାଧା ନଗର ଠାରେ ଥିବା ଏଚଖୠ କୋଠା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ହରଭଙ୍ଗା ବିଡ଼ିଓ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031