Indus Valley Times

କିଶୋର ଚନ୍ଦ୍ର ସାହୁ ହେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ

 Breaking News

କିଶୋର ଚନ୍ଦ୍ର ସାହୁ ହେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ

କିଶୋର ଚନ୍ଦ୍ର ସାହୁ ହେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ
March 12
18:39 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୩ : ନୟାଗଡ଼ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି। ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଚଣ୍ଡିବସ୍ତ ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ।
ଏହା ପୁର୍ବରୁ ଶ୍ରୀଯୁକ୍ତ ସାହୁ ଭାଟସାହି ପଞ୍ଚାୟତ ର ସରପଞ୍ଚ ଥିଲେ। ସରପଞ୍ଚ ଥିବାବେଳେ ପଞ୍ଚାୟତ ବାସି ଙ୍କ ସେବା କରିବା , ମହାମାରୀ କରୋନା ସମୟରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିବା , ପଞ୍ଚାୟତ ବାସି ଙ୍କ ପାଇଁ ମାଗଣା ରେ ଆମ୍ବୁଲାନ୍ସ ଯୋଗାଇ ସେ ଜନ ସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।
ନୟାଗଡ଼ ବ୍ଲକ ର ୨୯ ପଞ୍ଚାୟତ ମଧ୍ୟରୁ ସମସ୍ତ ୨୯ ଜଣ ସମିତି ସଭ୍ୟ ଙ୍କ ସମର୍ଥନ ରେ କିଶୋର ଚନ୍ଦ୍ର ସାହୁ ଅପ୍ରତିଦ୍ଵନ୍ଦୀ ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031