Indus Valley Times

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

November 14
09:50 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୧୪/୧୧: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ SSDବାଳକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟିନ କିମ୍ଵାକା,ସଭାପତିତ୍ୱ WEO କୃଷ୍ଣଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗ BEO ଗଣେଶ ଶବର ଯୋଗଦେଇଥିଲେ ।
ସମ୍ନାନନୀୟ ଅତିଥିଭାବେ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା,ସରକାରୀ SSD ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହାଡିବନ୍ଧୁ ବ୍ରେକେବେଡା, ଇଈଋଙ ସିଙ୍ଗାନା ତାଡ଼ଙ୍ଗୀ, ବାଳକୃଷ୍ଣ ବିହାରି,ସରକାରୀ SSD ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରୀ ସାହୁ,ଡାଙ୍ଗସୋରଡ଼ା SSD ଉଚ୍ଚ ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଦଣ୍ଡସେନା,, ନେହୁରପାଙ୍ଗା SSD ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ, ରାଇବିଜି ଝଝଊ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ, ହାକୁସପାଙ୍ଗା ଝଝଊ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପିପଳି ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଦୀପ, ଧୂପ ଦେଇ ସରଗିଫୁଲ କାର୍ଯ୍ୟକ୍ରମ ଶୁଭାରମ୍ବ କରିଥିଲେ । ଏଥିରେ ସାତଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନାଚ ମାଧ୍ୟମରେ ନିଜ ନିଜର କଳା ପଦର୍ଶନ କରିଥିଲେ ।
ଏଥିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିମ୍ଵାକା ଛାତ୍ର ଛାତ୍ରୀ ଙ୍କ ଲୁକାୟିତ୍ୱ ପ୍ରତିଭା, ଅନ୍ତର୍ନିହିତ ଗୁଣକୁ ବିକଶିତ କରୁଛି ସରଗିଫୁଲ କାର୍ଯ୍ୟକ୍ରମ ବୋଲି କହିଥିଲେ ।
ଏଥିରେ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ ଓ ବଳଭଦ୍ର କୁର୍ଟୁକା, କୁନା କୁମାର ମାଝୀ, ମକର ତୁଇକା, ରୁଦ୍ରନାରାୟ ବାଗ, ସରଙ୍ଗଧର ବାଗ, ଦିଲେଶ୍ଵର ରାଓ, ଜଗନ୍ନାଥ ଶବର, ପ୍ରଶାନ୍ତ ରତ୍ନାଲୁ, ତାପସ କୁମାର ବେହେରା, ମାଳି ଜୁନାକା ଯୋଗଦେଇ ସରଗିଫୁଲ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930