Indus Valley Times

ନୟାଗଡ଼ ଇନରହ୍ବୁଲି କ୍ଲବ୍ ପକ୍ଷରୁ ରାଖୀ ପୂର୍ଣ୍ଣିମା ପାଳନ

 Breaking News

ନୟାଗଡ଼ ଇନରହ୍ବୁଲି କ୍ଲବ୍ ପକ୍ଷରୁ ରାଖୀ ପୂର୍ଣ୍ଣିମା ପାଳନ

August 12
19:13 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୮ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୁତି ଶ୍ରବଣ ବାକ ବାଧିତ ପିଲାଙ୍କ ହାତରେ ରାଖୀ ବାନ୍ଧିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କଲେ ଇନର ହ୍ବୁଇଲ କ୍ଲବ ର ସଭ୍ୟ। ଏହି ଉତ୍ସବରେ ଡ଼ ବି ସୂର୍ଯ୍ୟ ରାଓ , ରୋଟାରୀ ଆନ ଅବଦୁଲ୍ ଆରିଫ ଖାଁ ଉପସ୍ଥିତ ରହି ଏହି ପିଲାମାନଙ୍କ ଉନ୍ନତି ପାଇଁ ଇନର ହ୍ବୁଇଲ କ୍ଲବ ର ସଭାପତି ଡ଼ ଜ୍ୟୋସ୍ନା ମୟୀ ପଟ୍ଟନାୟକଙ୍କ ସମସ୍ତ ଉଦ୍ୟମ ରେ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଇନର ହ୍ବୁଇଲ କ୍ଲବ ପକ୍ଷରୁ ତପସ୍ଵିନୀ ପଟ୍ଟନାୟକ, ସୈାଦାମିନୀ ସ୍ବାଇଁ, ସ୍ନିଗ୍ଧା ପଟ୍ଟନାୟକ, ନମିତା ନନ୍ଦ, ସାରଳା ପଟ୍ଟନାୟକ,ସଞ୍ଜୀଦା ବେଗମ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଉପସ୍ଥିତ ରହି ସନ୍ଧ୍ୟା ପ୍ରାର୍ଥନା ରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031