Indus Valley Times

ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ କାର ଧକ୍କାରେ ମୃତ୍ୟୁ

 Breaking News

ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ କାର ଧକ୍କାରେ ମୃତ୍ୟୁ

October 31
11:54 2022

ଭୁବନେଶ୍ୱର ୩୧/୧୦: ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ କାର ଧକ୍କାରେ ମୃତ୍ୟୁ । ଗତକାଲି ରାତିରେ ରାଜମହଲ ଛକରେ ସଫେଇ କାମରେ ନିୟୋଜିତ ଥିବା ବେଳେ ଏକ ଅଜଣା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତ ଶରୀର ଅଛି । ଏହାକୁ ବିରୋଧ କରି ୬୭ ୱାର୍ଡ ର ସବୁ ସାନିଟାରୀ ଇନ୍ସପେକ୍ଟର କାମ ବନ୍ଦ କରିଛନ୍ତି । ମାମଲା କୁ ରଫଦଫା କରିବା ପାଇଁ ବି ଏମ ସି ମେୟର ଓ କମିଶନର କ୍ୟାପିଟାଲ ଥାନାରେ ଅଛନ୍ତି ।
ମୃତ ସାନିଟାରୀ ଇନ୍ସପେକଟରଙ୍କ ନା ରିତିକ ରୋଷନ । ବର୍ଷେ ପାଖାପାଖି ହେଲା ବିଏମସିରେ ଯୋଗ ଦେଇଥିଲେ । ୪୨ ନମ୍ବର ୱାର୍ଡ ର ସାନିଟାରୀ ଇନ୍ସପେକ୍ଟର ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031