Indus Valley Times

ବିବାହ କରିବେନି ହେଲେ ଭଡା ଘରେ ଏକାଠି ରହିବେ ରାହୁଲ-ଆଥିଆ

 Breaking News

ବିବାହ କରିବେନି ହେଲେ ଭଡା ଘରେ ଏକାଠି ରହିବେ ରାହୁଲ-ଆଥିଆ

ବିବାହ କରିବେନି ହେଲେ ଭଡା ଘରେ ଏକାଠି ରହିବେ ରାହୁଲ-ଆଥିଆ
April 30
13:21 2022

ମୁମ୍ବାଇ,୩୦/୪: ପୁଣି ଥରେ ବଲିଉଡ ଷ୍ଟାର ଓ କ୍ରିକେଟରଙ୍କ ପ୍ରେମ କାହାଣୀ ସାମ୍ମାକୁ ଆସିଛି । କ୍ରିକେଟର୍ କେ ଏଲ୍ ରାହୁଲ ଓ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଏବେ ଏକାଠି ରହିବାକୁ ଜୋଜନା କରିଛନ୍ତି । ସେଥିପାଇଁ ସେମାନେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଘର ପାଖରେ ଭୋଡା ଘରେ ରହିବାବେ ବୋଲି ସୂଚନା ମିଳିଛି । ଦୁହେଁ ୨୦୨୨ରେ ବିବାହ କରିବେନି ହେଲେ ଏକାଠି ରହିବାର ନିସ୍ପତି ନେଇଛନ୍ତି ।
ପୂର୍ବରୁ କଥା ଉଠିଥିଲା ଯେ କେଏଲ୍ ରାହୁଲ ଓ ଆଥିଆ ବାନ୍ଦ୍ରାର କାର୍ଟର ରୋଡ୍ରେ ଏକ ୪ବିଏଚ୍କେ ପ୍ଲାଟ୍ ନେବେ। ଯାହାର ଭଡ଼ା ମାସକୁ ୧୦ ଲକ୍ଷ ଟଙ୍କା ପଡ଼ିବ। ତା’ପରେ ସେମାନେ ବିବାହ କରିବେ। ମାତ୍ର ଏବେ ସେମାନଙ୍କ ବିବାହ କଥା ଥମି ଯାଇଛି। ସେମାନଙ୍କ ବିବାହ ଏବେ ହେବାର ନାହିଁ। ତେବେ, ସେମାନେ ମୁମ୍ବାଇର ପାଲି ହିଲ୍ରେ ଏକ ବଡ଼ ବିଲ୍ଡିଂରେ ପୂରା ନବମ ପ୍ଲୋର୍କୁ ଭଡ଼ାରେ ନେବେ ବୋଲି ସୂଚନା ରହିଛି। ଏହାର ଇଣ୍ଟେରିୟର ଡିଜାଇନିଂ ସୁନୀଲ ସେଟ୍ଟୀଙ୍କ ପତ୍ନୀ ମାନା ସେଟ୍ଟୀ କରିବେ। ଆପଣ ଜାଣିଥିବେ ନିଶ୍ଚୟ ଯେ ମାନା ଜଣେ ଜଣାଶୁଣା ଇଣ୍ଟେରିୟର୍ ଡିଜାଇନର୍।
ପୁର୍ବରୁ ଅନେକ କ୍ରିକେଟର ଓ ବଲିଉଡ ଷ୍ଟାରଙ୍କ ପ୍ରେମ କାହାଣୀ ଓ ବିବାହ କରିଥିବା ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031