Indus Valley Times

ବୈଜ୍ଞାନିକ, ଯନ୍ତ୍ରୀ ଓ ସ୍ଥପତି ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ନବରାତ୍ରି ଯୋଗ ଭଟ୍ଟୀ

 Breaking News

ବୈଜ୍ଞାନିକ, ଯନ୍ତ୍ରୀ ଓ ସ୍ଥପତି ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ନବରାତ୍ରି ଯୋଗ ଭଟ୍ଟୀ

September 28
17:29 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ , ୨/୯: ନବରାତ୍ରି ଉପଲକ୍ଷେ ବକ୍ସିବଜ଼ାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବୈଜ୍ଞାନିକ, ଯନ୍ତ୍ରୀ ଓ ସ୍ଥପତି ମାନଙ୍କର ସ୍ୱତନ୍ତ୍ର ଯୋଗ ଭଟ୍ଟୀ ଶିବିର ଦିବା ୧୦ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତପୂର୍ବତନ ମୁଖ୍ୟଯନ୍ତ୍ରୀ ବିକେ ମୋହନ ଭାଇଙ୍କ ସଭାପତିତ୍ୱ ଓ ବିକେ ଝୁନୁ ଭଉଣୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପିତୃ ପୁରୁଷଙ୍କୁ ଶ୍ରକ୍ଷଦ୍ଧ ଦେବା ଉଦ୍ୟେଶ୍ୟରେ ଭୋଗ ଲଗାଯାଇ ଧ୍ୟାନ କରାଯାଇଥିଲା।
ପରେ ବିଶେଷ ଭାବେ ଆଜିର ମୁରଲୀ ଉପରେ ଆଧାରିତ ପ୍ରଶ୍ନ ଉତ୍ତର କାର‌୍ୟ୍ୟକ୍ରମ ରେ ବହୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ।
ଵି କେ ବରଦା, ନଗେନ, ରମେଶ, ଆନନ୍ଦ, ସୁଶାନ୍ତ ଓ ଅନ୍ୟମାନେ ପ୍ରଦୀପ ପ୍ରଜ୍ବଳନ କରି ଯୋଗ ଭଟ୍ଟୀ ଶୁଭ।ରମ୍ଭ କରିଥିଲେ । ବିକେ ପ୍ରତିମା, ଜୟନ୍ତୀ, ମୀରା ଆଦି ସହାୟତା କରିଥିଲେ।ମଧ୍ୟାହ୍ନରେ ସମସ୍ତେ ବ୍ରହ୍ମା ଭୋଜନ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31