Indus Valley Times

ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା

 Breaking News

ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା

ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା
April 05
22:08 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୪ : ଶନିବାର ସକାଳ ୭.୩୦ ମିନିଟ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ଓ ଦୋକାନର ନାମ ଓଡିଆରେ ଲେଖିବା ପାଇଁ ସଚେତନତା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
ବୌଦ୍ଧ ରାମେଶ୍ୱର ମନ୍ଦିର ଠାରୁ ଉକ୍ତ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ବାବଧାନରେ ଓଡିଆ ପକ୍ଷ ପାଳିତ ଅବସରରେ ଆୟୋଜିତ ଉକ୍ତ କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।
ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶୋଭାଯାତ୍ରା ଜିଲ୍ଲା ମ୍ୟୁଜିୟମ ଠାରେ ପହଞ୍ଚି ଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930