Legatus

ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର

 Breaking News

ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର

ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର
October 02
18:50 2024

ବରଦା ଦାସଙ୍କ ରିପୋର୍ଟ
କଟକ, ୨/୧୦: ଦଶହରା ନବରାତ୍ର ଉପଲକ୍ଷେ ନଅଦିନ ବ୍ୟାପୀ ଯୋଗ ଭଟ୍ଟି ଶିବିର ବକ୍ସି ବଜାର ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଛି । ବି କେ ଛୋଟୁ,ବରଦା ଦାସ ଅତିଥି ଭାବେ ଯୋଗ ଦେଇ ସମସ୍ତ ଭାଇ ଭଉଣୀଙ୍କୁ ଚନ୍ଦନ ଟିପା ଓ ମୁକୁଟ ପିନ୍ଧ।ଇ ଶିବିର ସମ୍ପର୍କରେ ଭାଷଣ ଦେଇ ବହୁ ସଂଖ୍ୟାରେ ଉପକୃତ ପାଇଁ କହି ଥିଲେ ।
ପରେ ଆଶ୍ରମ ମୁଖ୍ୟ ବି କେ ଝୁନୂ ଦୀର୍ଘ ଦୁଇ ଘଣ୍ଟା ଧ୍ୟାନଶିବିର ପରିଚାଳନା କରି ମୁରଲୀ ପାଠ କରି ଥିଲେ ।
ବି କେ ରମେଶ, ବି କେ ପ୍ରତିମା , ସୁଶାନ୍ତ ଆଦି ସହାୟତା କରିଥିଲେ । ଉକ୍ତ ଯୋଗ ଶିବିର ଆସନ୍ତା ଦଶ ତାରିଖ ଯାଏଁ ନିୟମିତ ଆୟୋଜିତ ହେବ କ୍ଷ

About Author

indadmin

indadmin

Related Articles

Archives

Calendar

June 2025
M T W T F S S
 1
2345678
9101112131415
16171819202122
23242526272829
30