Indus Valley Times

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପର ୨ ମୃତ ,ଜଣେ ଗୁରୁତର

 Breaking News

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପର ୨ ମୃତ ,ଜଣେ ଗୁରୁତର

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପର ୨ ମୃତ ,ଜଣେ ଗୁରୁତର
September 25
10:46 2025

ରାୟଗଡା, ୨୫/୯ : ଗୁରୁବାର ରାୟଗଡା ଜିଲ୍ଲା ଗୁଣପୁର ଥାନା ଆନ୍ତର୍ଗତ ଭାଲେରୀ କୁଡିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଟିପ୍ପର ଗାଡି ଗଛରେ ପିଟି ହୋଇଯାଇଛି । ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ରାମାନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳୁ ଟିପ୍ପରଟି ଗଣପୁରରେ ବାଲି ଅନଲୋଡ କରି ଫେରୁଥିଲା । ଏହି ସମୟରେ ଭାରସାମ୍ୟ ହରାଇବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930