Indus Valley Times

ମେଲବର୍ଣ୍ଣ :ଭାରତର ରୋମାଞ୍ଚକର ବିଜୟ

 Breaking News

ମେଲବର୍ଣ୍ଣ :ଭାରତର ରୋମାଞ୍ଚକର ବିଜୟ

ମେଲବର୍ଣ୍ଣ :ଭାରତର ରୋମାଞ୍ଚକର ବିଜୟ
October 23
17:57 2022

ମେଲବର୍ଣ୍ଣ, ୨୩/୧୦: ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦିପାବଳି ଗିଫ୍ଟ। ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଲା ଭାରତ। ଖେଳାଳି ଖୁସ୍, ଫ୍ୟାନ୍ ଖୁସ୍। ପ୍ୟାଭିଲିୟନରେ ଉତ୍ସବ। ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୦ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୮୨ ରନ୍ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031