Indus Valley Times

ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ

 Breaking News

ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ

September 15
11:23 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର: ୧୫/୯ : ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି।
ଏହି କ୍ରମରେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସରଡା ଚନ୍ଦ୍ରପୁର ହନମନ୍ତପୁର ବିଜାପୁର ସାରିକିମା ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର ରଥ ଉଲ୍ଲାକା ସୁବାଷ ସାହୁକାର ଉପସ୍ଥିତିରେ ସଦସ୍ୟତା ଅଭିଯାନ ଟୁରିଗୁଡା ଆରମ୍ଭ ହୋଇଥିଲା ।
ଚନ୍ଦ୍ରପୁର ବିଜେପି ନେତା ସୁନାମଣୀ ପ୍ରାଟୀଙ୍ଗା ସରପଞ୍ଚ ଫୋକୀରମୋହନ ଗୁମିଡଙ୍ଗା ପୌରହିତ୍ୟରେ ଆୟୋଜିତ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିଲା।ଅନେକ ଯୁବକ,ମହିଳା,ଛାତ୍ରଛାତ୍ରୀ ସ୍ୱଇଛାରେ ଆସି ସଦସ୍ୟତା ଗ୍ରହଣ କରିଥିଲେ।ସାଂସଦ ପ୍ରାଥି ଶ୍ରୀଯୁକ୍ତ ମାଝୀ ଓ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସାହୁକାର ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ କରିବା ସହିତ ଭବିଷ୍ୟତ ରାଷ୍ଟ୍ର ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ବୋଲି କହିଥିଲେ।ପରେ ଶ୍ରୀଯୁକ୍ତ କାଳୀରାମ ମାଝୀ ସାରିକିମା ପଞ୍ଚାୟତ ଗ୍ରସ୍ତରେଜାଇ ଏକଲଵ୍ୟ ସ୍କୁଲ ପରିଦର୍ଶନ କରିଥିଲେ ୨୦୨୨ ମସିହା ଫେବ୍ରୁଆରୀ ୧୦ତାଟିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେସ୍ବର ଟୁଡୁ ଙ୍କ କରକମଳ ରେ ଭିତିପ୍ରସ୍ତକରିଥିଲେ ।
ଦୁଇବର୍ଷ ବିତିଯାଇଥିଲେ ମଧ୍ୟ କାମ ଫୋଉଣ୍ଡସେନ ରେ ହିଁ ସୀମିତ ଅଛି ବୋଲି ସାରିକିମା ସରପଞ୍ଚ ଫୋକୀରମୋହନ ଗୁମିଡଙ୍ଗା ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ କାଳୀରାମ ମାଝୀ ଙ୍କୁ ଜଣାଇଥିଲେ ଚନ୍ଦ୍ରପୁରବ୍ଲକ ର ବହୁତ ବିଜେପି କର୍ମୀ ଙ୍କ
ନେତୃତ୍ବରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଥ ଉଲ୍ଲାକା ସଭାପତିତ୍ବରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଦୟାନିଧୀ ପାତ୍ର ମୋନଜ କିଟାଙ୍ଗା ମୋହନ ବାଗ ଉପେନ୍ଦ୍ର ଛିଟିଦ୍ଵାରା ବିନଦ ମୁଣ୍ଡିକା ଜଗନ୍ନାଥ ପ୍ରଧାନୀ ପ୍ରମୁଖ ଅନେକ କାର‌୍ୟ୍ୟକର୍ତ୍ତା ସହଯୋଗରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି।
ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ଅନେକ ବ୍ୟକ୍ତି ସଦସ୍ୟତା ଅଭିଯାନରେ ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଥିଲେ।ବିଜେପି ଶୀର୍ଷ ନେତାମାନେ ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ବିଜେପିର ବିଚାର,ଆଦର୍ଶ, ସଂକଳ୍ପ,ଲକ୍ଷ ଉପରେ ମାର୍ଗଦର୍ଶନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031