Indus Valley Times

ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୁରଣ କ୍ଷତି : ଲେଖକ ଇଂ ତାରାପ୍ରସାଦ

 Breaking News

ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୁରଣ କ୍ଷତି : ଲେଖକ ଇଂ ତାରାପ୍ରସାଦ

ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୁରଣ କ୍ଷତି : ଲେଖକ ଇଂ ତାରାପ୍ରସାଦ
April 18
20:39 2022

ଲେଖକ ଇଂ ତାରାପ୍ରସାଦ
ଯାଜପୁର, ୧୮/୪ : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଲେଖକ ଇଂ ତାରାପ୍ରସାଦ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ମିଶ୍ର କହିଛନ୍ତି ସ୍ବର୍ଗତ କର ଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୁରଣ କ୍ଷତି ।
ଏହା ସହିତ ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି।
ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମିଶ୍ର କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମିଶ୍ର ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031