Indus Valley Times

‘ଅସାନି’ ଏବେ ଦୁର୍ବଳ ହେବ, ପାର୍ କରିସାରିଛି ତୀବ୍ରସ୍ତର

 Breaking News

‘ଅସାନି’ ଏବେ ଦୁର୍ବଳ ହେବ, ପାର୍ କରିସାରିଛି ତୀବ୍ରସ୍ତର

‘ଅସାନି’ ଏବେ ଦୁର୍ବଳ ହେବ, ପାର୍ କରିସାରିଛି ତୀବ୍ରସ୍ତର
May 10
19:53 2022

ଭୁବନେଶ୍ୱର, ୧୦/୫: ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍ ପବନ ବହିବ ।
ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ଜାରି ରହିବ । ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବ । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ ।
ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍, ଅଗ୍ନିଶମ ଟିମ୍କୁ ପ୍ରସ୍ତୁତ ରଖାଯାଇଥିବା ଏସ୍ଆର୍ସି କହିଛନ୍ତି । ୫ ଜିଲ୍ଲାରେ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି । ଏନେଇ ପ୍ରେସ୍ମିଟ୍ରେ ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031