Indus Valley Times

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ ନୂଆ ଡିସିପି ନିଯୁକ୍ତି

 Breaking News

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ ନୂଆ ଡିସିପି ନିଯୁକ୍ତି

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଭୁବେନଶ୍ୱର ଓ କଟକ ନୂଆ ଡିସିପି ନିଯୁକ୍ତି
July 14
20:17 2020

ଭୁବନେଶ୍ୱର,୧୪/୭: ମଙ୍ଗଳବାର ଦିନ ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।
ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ ।
୧୯୯୫ ବ୍ୟାଚ୍ ଆଇପିଏସ୍ ଆର୍କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ସେହପରି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଦିଆଯାଇଛି ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଦାୟିତ୍ୱ।
କାହାକୁ ଦିଆଗଲା କେଉଁ ଦାୟିତ୍ୱ
-ଏମ୍. ଅକ୍ଷୟ-ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ
–ସତ୍ୟଜିତ ମହାନ୍ତି-ଅଗ୍ନିଶମ ଓ ହୋମଗାର୍ଡ ଡିଜି
– ଲଳିତ ଦାସ-ଏଡିଜି କମ୍ୟୁନିକେସନୟ
-ରାଧାକୃଷ୍ଣ ଶର୍ମା-ଗୁଇନ୍ଦା ନିର୍ଦ୍ଦେଶକ
-ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡିଜି, କ୍ରାଇମବ୍ରାଞ୍ଚ
-ସାଗରିକା ନାଥ- ସୁନ୍ଦରଗଡ଼ ଏସ୍ପି
-ପ୍ରବୀଣ କୁମାର-ଆଇଜି ଆଇନ ଶୃଙ୍ଖଳା
-ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି
-ସାର୍ଥକ ଷଡ଼ଙ୍ଗୀ- -କ୍ରାଇମବ୍ରାଞ୍ଚ ଏସ୍ପି
-ଅଖିଳେଶ୍ୱର ସିଂହ- ପୁରୀ ଏସ୍ପି
-ଗଜପତି ଏସ୍ପି ସାରା ଶର୍ମା- ଭିଜିଲାନ୍ସ ମୁଖ୍ୟ
-ବିନୀତ ଅଗ୍ରୱାଲ-କନ୍ଧମାଳ ଏସ୍ପି
-ସାଗରିକା ନାଥ-ସୁନ୍ଦରଗଡ଼ ଏସ୍ପି
-ରାହୁଲ ଜୈନ- ନୂଆପଡ଼ା ଏସ୍ପି
ଏସ୍.ସି ଜମାଦାର- ଦେବଗଡ଼ ଏସ୍ପି
-ତପନ କୁମାର ପଟ୍ଟନାୟକ-ଗଜପତି ଏସ୍ପି
କଟକ ଡିସିପି ଅଖିଳେଶ୍ୱର-ପୁରୀ ଏସ୍ପି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031