Indus Valley Times

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର

 Breaking News

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ; ଜହ୍ନ ତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର
March 24
19:59 2023

ଭୁବନେଶ୍ୱର,୨୪/୩ : ଶୁକ୍ରବାର ରାତି ଆକାଶରେ ଏକ ବିରଳ ଦୃଶ୍ୟ ଦେଖାଯାଇଛି । ଜହ୍ନ ତଳେ ଏକ ଉଜ୍ଜଳ ନକ୍ଷତ୍ର ଦେଖିବାକୁ ମିଳିଛି । ଏପରି ଦୃଶ୍ୟ କାହିଁକି ଦେଖାଯାଇଛି କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏହାକୁ ନେଇ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । ଧାର୍ମିକ ଦୃଷ୍ଟିରୁ ନଜର ପକାଇଲେ ଆଜି ରମଜାନ୍ ମାସ ଆରମ୍ଭ ହୋଇଥିବାରୁ ଇସଲାମ୍ ଧର୍ମାବଲମ୍ବିମାନେ ଏହା ଆଲ୍ଲାଙ୍କ ଚମତ୍କାରିତା କହିଛନ୍ତି ।
ସେପଟେ ମାର୍ଚ୍ଚ ୨୫ରୁ ୩୦ ଯାଏଁ ଗୋଟିଏ ରେଖାରେ ୫ଟି ଗ୍ରହ ଦେଖାଯିବ ବୋଲି ସୂଚନା ରହିଛି । ୨୫ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃହସ୍ପତି ,ବୁଧ, ଶୁକ୍ର,ମଙ୍ଗଳ,ୟୁରେନ୍ସ ଓ ଚନ୍ଦ୍ର ଏକ ସରଳ ଖୋରରେ ଦିଶିବେ । ସେଥିପାଇଁ ଏପରି ବିରଳ ଦୃଶ୍ୟ ଆକାଶରେ ଦେଖାଯାଇଛି ବୋଲି ମଧ୍ୟ ହିନ୍ଦୁ ଧର୍ମବଲାମ୍ବିମାନେ କହିଛନ୍ତି । ସୂଚନା ଥାଉକି, ଏକାସଙ୍ଗରେ ୫ଟି ଗ୍ରହର ଦୃଶ୍ୟ ଆପଣ ମାର୍ଚ୍ଚ ୨୫ ସୂର୍ଯ୍ୟାସ୍ତ ର ୪୫ ମିନିଟ ପରେ ଦେଖିପାରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031