Indus Valley Times

ଆଦିବାସୀ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳିତ

 Breaking News

ଆଦିବାସୀ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳିତ

August 31
21:01 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୧/୮ : ଆଦିବାସୀ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ମାଲକାନଗରି କଲେଜର ଅଧକ୍ଷ(ପ୍ରନ୍ସିପାଲ) ଡା ମଧୂସୁଦନ ମହାପାତ୍ର ଯୋଗଦେଇ ଏହି ମହାବିଦ୍ୟାଳୟର ଐତିହ ଉପରେ କହିଥିଲେ ।
ସମ୍ମାିତ ଅତିଥୀ ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତ୍ୟୁଷ ରଂଜନ ଶତପଥୀ,ପ୍ରକ୍ତାନ ପ୍ରାଧ୍ୟାପକ ସୁରେଶ ଦାସ ,ଏକ୍ସିସବ୍ୟାଙ୍କର ମ୍ୟାନେଜର ଆଦିତ୍ୟ ତ୍ରିପାଠୀ ଓ ଅଧ୍ୟାପକ ବିଭୁତି ଭୁଷଣ ଆଚାର୍ଯ୍ୟ ପ୍ରମୁଖ ମଂଚାସିନ ଥିବା ବେଳେ ମହାବିଦ୍ୟାଳୟ ଅଧକ୍ଷ କାର୍ତିକ ଚନ୍ଦ୍ରସି ସଭାପତିତ୍ୱ କରିଥିବା ବେଳେ ମଂଚକୁ ପରିଚାଳନା କରିଥିଲେ ଓ ।କୃତିଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଛି ।
ବାଲିଗୁଡା : ସ୍ୱାୟତ ଶାସନ ଦିବସ ପାଳିତ
ବାଲିଗୁଡା,୩୧/୮: ବାଲିଗୁଡା ଏନଏସି ଦ୍ୱାରା ସ୍ୱାୟତ ଦିବସ ପାଲିତ ହୋଇଯାଇଛି । ସହରେ ଥିବା ମହାନଜନନାୟ ମାନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ ଓ ଜେଲ ଏବଂ ବୃଦ୍ଧାଶ୍ରମରେ ପରିସରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
ଏହାପରେ ରାଜ୍ୟ ସ୍ତରୀୟ ସ୍ୱାୟତ ଶାସନ ଦିବସ ଭିଡିଓ କନଫେରେନ୍ସିଙ୍ଗ ମାଧ୍ୟମରେ ପାଲିତ କରାଯାଇଥିଲା
ଏଥିରେ ବି ଯୋଗଦାନ କରିଛନ୍ତି । ଏହାପରେ ଏନଏସି କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ,ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ,ଉପାଧକ୍ଷା ଶାନ୍ତି ନାୟକ ପ୍ରମୁଖ ମଂଚାସିନ ଥିଲେ ।ସମସ୍ତ କାଉଁସିଲର ସମେ ଏନଏସିର କର୍ମଚାରି ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031